ଅର୍ଥ : ଯାହାକୁ କୌଣସି ବସ୍ତୁ ପ୍ରାପ୍ତ ହୋଇନାହିଁ
ଉଦାହରଣ :
ରାମପ୍ରସାଦ ସନ୍ତାନ ସୁଖରୁ ବଞ୍ଚିତ ହୋଇ ରହିଗଲେ
ଅନ୍ୟ ଭାଷାରେ ଅନୁବାଦ :
Marked by deprivation especially of the necessities of life or healthful environmental influences.
A childhood that was unhappy and deprived, the family living off charity.