ଅର୍ଥ : ଆକାଶରେ ବିଜୁଳି ଚମକିବା ବା ମେଘ ଗର୍ଜିବାପରେ ବିଜୁଳିର ପୃଥିବୀ ଉପରେ ପଡ଼ିବାର ପ୍ରକ୍ରିୟା
ଉଦାହରଣ :
କାଲି ହୋଇଥିବା ବଜ୍ରପାତରେ ଦୁଇଜଣ ଲୋକ ଆହତ ହେଲେ
ସମକକ୍ଷ : ବଜ୍ରପାତ
ଅନ୍ୟ ଭାଷାରେ ଅନୁବାଦ :
आकाश में बिजली चमकने और बादल गरजने के बाद बिजली के पृथ्वी पर गिरने की क्रिया।
कल हुए वज्रपात में दो व्यक्ति घायल हो गए।ଅର୍ଥ : ଅକସ୍ମାତ ହେଉଥିବା କୌଣସି ବଡ଼ ଅନର୍ଥ ବା ଅନିଷ୍ଟ କାର୍ଯ୍ୟ
ଉଦାହରଣ :
ଶ୍ରବଣର ମୃତ୍ୟୁ ଖବର ଶୁଣିବା କ୍ଷଣି ଅନ୍ଧ ପିତାମାତାଙ୍କ ଉପରେ ବଜ୍ରାଘାତ ହେଲା
ଅନ୍ୟ ଭାଷାରେ ଅନୁବାଦ :