ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବଜିବା କାମ ଅନ୍ୟଦ୍ୱାରା କରାଇବା
ଉଦାହରଣ : ପ୍ରାଧ୍ୟାପକ ଚପରାସୀଦ୍ୱାରା ଘଣ୍ଟା ବଜାଇଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
बजाने का काम दूसरे से कराना।
ଅର୍ଥ : ଚମଡ଼ା ଆଚ୍ଛାଦିତ କୌଣସି ବାଦ୍ୟକୁ କାଠି ଆଦିଦ୍ୱାରା ବଜାଇବା
ଉଦାହରଣ : ମାଙ୍କଡ଼ିଆ ଢୋଲ ପିଟୁଛି
ସମକକ୍ଷ : ପିଟିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी चमड़ा मढ़े बाजे को लकड़ी आदि से बजाना।
Play a percussion instrument.
ଅର୍ଥ : ଆଘାତ କରିବା କିମ୍ବା କୌଣସି ପ୍ରକାରରେ ଶବ୍ଦ ଉତ୍ପନ୍ନ କରିବା
ଉଦାହରଣ : ସେ ଢୋଲ ବଜାଉଛନ୍ତି
आघात करके या और किसी प्रकार से शब्द उत्पन्न करना।
Cause to sound.
ସଂସ୍ଥାପନ କରନ୍ତୁ