ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଙ୍ଗଲୋରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଙ୍ଗଲୋରା   ବିଶେଷ୍ୟ

ଅର୍ଥ : ଗୋଟିଏ ପ୍ରକାର ଆମ୍ବ

ଉଦାହରଣ : ଭାଇ କାଲି ବଜାରରୁ ବଙ୍ଗଲୋରା ଆମ୍ବ ଆଣିଥିଲେ

ସମକକ୍ଷ : ବଙ୍ଗଲୋରା ଆମ୍ବ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का आम।

कल भैया बाजार से बंगलोरा लाए थे।
बंगलोरा, बंगलोरा आम

Large oval tropical fruit having smooth skin, juicy aromatic pulp, and a large hairy seed.

mango

ଅର୍ଥ : ବଙ୍ଗଲୋରା ଆମ୍ବର ଗଛ

ଉଦାହରଣ : ଏହି ବଙ୍ଗଲୋରା ଆମ୍ବଗଛରେ ଏପର୍ଯ୍ୟନ୍ତ ବଉଳ ଆସି ନାହିଁ

ସମକକ୍ଷ : ବଙ୍ଗଲୋରା ଆମ୍ବଗଛ, ବଙ୍ଗଲୋରା ଗଛ


ଅନ୍ୟ ଭାଷାରେ ଅନୁବାଦ :

बंगलोरा आम का पेड़।

इस बंगलोरा में अब तक बौर नहीं आए।
बंगलोरा, बंगलोरा आम

Large evergreen tropical tree cultivated for its large oval fruit.

mangifera indica, mango, mango tree