ଅର୍ଥ : ଚାରିପାଞ୍ଚ ହାତ ଲମ୍ବା ବଙ୍କା କାଠ ଯେଉଁଥିରେ କୃଷକ ଖଳାରେ କଟା ଫସଲକୁ ଆବଶ୍ୟକ ସ୍ଥଳେ ଓଲଟପାଲଟ କରିଥାଏ
ଉଦାହରଣ :
କୃଷକ କଟା ଫସଲ ଶୁଖାଇବାପାଇଁ ବଙ୍କୁଲିରେ ଉପର ତଳ କରୁଛି
ସମକକ୍ଷ : ବଙ୍କୁଲି ବାଡ଼ି
ଅନ୍ୟ ଭାଷାରେ ଅନୁବାଦ :
A long-handled hand tool with sharp widely spaced prongs for lifting and pitching hay.
pitchforkଅର୍ଥ : ଯେଉଁ ବାଡ଼ିର ମୁଣ୍ଡ ବଙ୍କା
ଉଦାହରଣ :
ଜେଜେ ବଙ୍କୁଲିବାଡ଼ି ଧରି ଚାଲନ୍ତି
ସମକକ୍ଷ : ବଙ୍କୁଲାବାଡ଼ି, ବଙ୍କୁଲିବାଡ଼ି
ଅନ୍ୟ ଭାଷାରେ ଅନୁବାଦ :