ଅର୍ଥ : କୌଣସି ରାସ୍ତା ଆଦିର ଯେଉଁ ଅଂଶଦେଇ ଲୋକେ ଅନ୍ୟଆଡ଼କୁ ଯାଆନ୍ତି ବା ଦିଗ ବଦଳାନ୍ତି
ଉଦାହରଣ :
ବୁଲାଣି ବୁଲିଲାବେଳେ ମହେଶ ମୋତେ ଦେଖିଲା
ଅନ୍ୟ ଭାଷାରେ ଅନୁବାଦ :
The intersection of two streets.
Standing on the corner watching all the girls go by.