ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ପ୍ରକାର ଘୋଡ଼ାମକ୍ଷୀ
ଉଦାହରଣ : ବଘୀ ଦଂଶନ କରିବାଯୋଗୁଁ ଘୋଡ଼ାକୁ କଷ୍ଟ ହେଉଛି
ଅନ୍ୟ ଭାଷାରେ ଅନୁବାଦ :हिन्दी
एक प्रकार की घुड़मक्खी।
ଅର୍ଥ : ଚାରିଚକିଆ ଛାତ ଥିବା ଘୋଡ଼ାଗାଡ଼ି
ଉଦାହରଣ : ପ୍ରାଚୀନ କାଳରେ ରାଜା ମହାରାଜାମାନେ ବଘୀରେ ଯାତ୍ରା କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
चार पहियों की पाटनदार घोड़ागाड़ी।
A small lightweight carriage. Drawn by a single horse.
ସଂସ୍ଥାପନ କରନ୍ତୁ