ଅର୍ଥ : ଫ୍ଲୋରିଗାନ ଆମ୍ବର ଗଛ
ଉଦାହରଣ :
ଏହି ଫ୍ଲୋରିଗାନ ଆମ୍ବ ଗଛରେ ଏ ପର୍ଯ୍ୟନ୍ତ ଫଳ ହୋଇନାହିଁ
ସମକକ୍ଷ : ଫ୍ଲୋରିଗାନ ଆମ୍ବ ଗଛ, ଫ୍ଲୋରିଗାନ ଗଛ
ଅନ୍ୟ ଭାଷାରେ ଅନୁବାଦ :
फ्लोरिगॉन आम का पेड़।
इस फ्लोरिगॉन में अभी तक फल नहीं लगे हैं।Large evergreen tropical tree cultivated for its large oval fruit.
mangifera indica, mango, mango treeଅର୍ଥ : ଏକ ପ୍ରକାର ଆମ୍ବ
ଉଦାହରଣ :
ପାଚିଲା ଫ୍ଲୋରିଗାନ ଆମ୍ବକୁ ଦେଖିଲା ମାତ୍ରେ ମନୀଷ ମୁହଁରେ ପାଣି ଜକେଇ ଆସିଲା
ସମକକ୍ଷ : ଫ୍ଲୋରିଗାଁନ, ଫ୍ଲୋରିଗାଁନ ଆମ୍ବ, ଫ୍ଲୋରିଗାନ ଆମ୍ବ
ଅନ୍ୟ ଭାଷାରେ ଅନୁବାଦ :
एक प्रकार का आम।
पके फ्लोरिगॉन को देखते ही मनीष के मुँह में पानी आ गया।Large oval tropical fruit having smooth skin, juicy aromatic pulp, and a large hairy seed.
mango