ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ତରଳ ପଦାର୍ଥସହ ସଂଯୁକ୍ତ ଛୋଟଛୋଟ ପାଣି ଫୋଟକା ସମୂହର ଅଂଶ
ଉଦାହରଣ : ଗାଧୋଇଲାବେଳେ ପିଲାମାନେ ଫେଣକୁ ହାତରେ ଧରି ଜଣେ ଅନ୍ୟ ଜଣଙ୍କ ଉପରକୁ ପକାଉଥିଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी तरल पदार्थ के छोटे बुलबुलों का कुछ गठा या सटा हुआ समूह।
A mass of small bubbles formed in or on a liquid.
ଅର୍ଥ : ମୂର୍ଚ୍ଛାଆଦି ଅବସ୍ଥାରେ ମୁଁହରୁ ବାହାରୁଥିବା ଫେଣ
ଉଦାହରଣ : ମୂର୍ଚ୍ଛିତ ବ୍ୟକ୍ତି ଛଟପଟ ହେଉଥିଲା ଓ ତା ମୁଁହରୁ ବଚ ବି ବାହାରୁଥିଲା
ସମକକ୍ଷ : ବଚ
ଅନ୍ୟ ଭାଷାରେ ଅନୁବାଦ :हिन्दी
मूर्छा आदि की अवस्था में मुँह से निकलने वाला फेन।
ସଂସ୍ଥାପନ କରନ୍ତୁ