ଅର୍ଥ : ବହୁତ ଧୀର ସ୍ୱରରେ (କାନରେ) କିଛି କହିବା
ଉଦାହରଣ :
ବିଦେଶୀ ବୋହୂକୁ ଦେଖି ଲୋକମାନେ ଫୁସୁରୁଫାସର ହେଲେ
ସମକକ୍ଷ : ଫୁସଫୁସ୍ ହେବା
ଅନ୍ୟ ଭାଷାରେ ଅନୁବାଦ :
बहुत ही धीमे स्वर से (कान में) कुछ कहना।
विदेशी बहू को देखते ही लोग आपस में फुसफुसाये।Speak softly. In a low voice.
whisper