ଅର୍ଥ : ଫୁସୁରଫାସର ହେବା କ୍ରିୟା ବା ଭାବ
ଉଦାହରଣ :
ସେ ଦୁଇ ଜଣଙ୍କର ଫୁସୁରଫାସର ଶୁଣି ମୋର ଅନିଷ୍ଟ ହେବା ଆଶଙ୍କା ହେଲା
ସମକକ୍ଷ : ଫୁସଫୁସ
ଅନ୍ୟ ଭାଷାରେ ଅନୁବାଦ :
फुसफुसाने की आवाज़।
उन दोनों की फुसफुसाहट सुनकर मुझे अनिष्ट की आशंका होने लगी।Speaking softly without vibration of the vocal cords.
susurration, voicelessness, whisper, whispering