ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫୁଲୁକାଗାଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫୁଲୁକାଗାଲା   ବିଶେଷଣ

ଅର୍ଥ : ଯାହାର ଗାଲ ଫୁଲିଛି

ଉଦାହରଣ : ମଞ୍ଚ ଉପରେ କେତେକ ଫୁଲୁକାଗାଲା ନେତା ବସିଛନ୍ତି

ସମକକ୍ଷ : ଫୁଲୁକାଗାଲିଆ


ଅନ୍ୟ ଭାଷାରେ ଅନୁବାଦ :

जिसके गाल फूले हुए हों।

मंच पर कई गलगुथने नेता बैठे हुए हैं।
गलगुथना, गुलगोथना