ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଫୁଲର ରଂଗୀନ ପାଖୁଡ଼ା ଯାହା ପ୍ରସ୍ପୁଟିତ ହେଲେ ଫୁଲ ରୂପ ଧାରଣ କରେ
ଉଦାହରଣ : ପିଲାମାନେ ପଦ୍ମ ପାଖୁଡ଼ାଗୁଡ଼ିକୁ ମଳିଦେଲେ
ସମକକ୍ଷ : ପାଖୁଡ଼ା, ପୁଷ୍ପଦଳ
ଅନ୍ୟ ଭାଷାରେ ଅନୁବାଦ :हिन्दी English
फूलों का वह रंगीन पटल जिसके खिलने या छितराने से फूल का रूप बनता है।
Part of the perianth that is usually brightly colored.
ଅର୍ଥ : ଫୁଲର ଅଂଶ ବିଶେଷ
ଉଦାହରଣ : ଫୁଲ ପାଖୁଡ଼ା ଗୁଚ୍ଛଆଦି ଫୁଲର ଅଂଶ
ସମକକ୍ଷ : ଫୁଲ ଅଂଶ
ଅନ୍ୟ ଭାଷାରେ ଅନୁବାଦ :हिन्दी
पुष्प का भाग।
ସଂସ୍ଥାପନ କରନ୍ତୁ