ଅର୍ଥ : ଫିଲିପିନ୍ସ ନିବାସୀ
ଉଦାହରଣ :
ଏହି ମହାବିଦ୍ୟାଳୟରେ କିଛି ଫିଲିପିନୀ ମଧ୍ୟ ପଢ଼ନ୍ତି
ସମକକ୍ଷ : ଫିଲିପିନ୍ସବାସୀ
ଅନ୍ୟ ଭାଷାରେ ଅନୁବାଦ :
फिलिपीन्स का निवासी।
इस महाविद्यालय में कुछ फिलिपीनी भी पढ़ते हैं।A native or inhabitant of the Philippines.
filipinoଅର୍ଥ : ଫିଲିପିନ୍ସର ଭାଷା
ଉଦାହରଣ :
ଏଠାରେ ମୁକ୍ତରେ ଫିଲିପିନୀ ଶିଖାଯାଏ
ସମକକ୍ଷ : ଫିଲିପିନ୍ସ ଭାଷା
ଅନ୍ୟ ଭାଷାରେ ଅନୁବାଦ :
फिलिपीन्स की भाषा।
यहाँ मुफ्त में फिलिपीनी सिखाई जाती है।ଅର୍ଥ : ଫିଲିପିନ୍ସର ବା ଫିଲିପିନ୍ସ ସହିତ ସଂବନ୍ଧିତ
ଉଦାହରଣ :
ଆମେରିକା ଫିଲିପିନୀ ଯୁଦ୍ଧ ବନ୍ଦୀମାନଙ୍କୁ ଛାଡ଼ିଦେଲା
ଅନ୍ୟ ଭାଷାରେ ଅନୁବାଦ :
Of or relating to or characteristic of the Philippines or its people or customs.
The Philippine President.ଅର୍ଥ : ଫିଲିପିନୀ ଭାଷା ସହ ସମ୍ବନ୍ଧିତ ବା ଫିଲିପିନୀ ଭାଷାର
ଉଦାହରଣ :
ଏହି ବିଷୟରେ କେତେକ ଫିଲିପିନୀ ଗବେଷଣା-ପତ୍ର ପ୍ରକାଶିତ ହୋଇଛି
ସମକକ୍ଷ : ଫିଲିପିନୀଆନ, ଫିଲିପିନୀୟ