ଅର୍ଥ : କୌଣସି କାରଣରୁ
ଉଦାହରଣ :
ମୋ କଠିନ ଶ୍ରମର ଫଳସ୍ୱରୂପ ଭଲ ନମ୍ବର ମିଳିଲା
ସମକକ୍ଷ : ପରିଣାମତଃ, ପରିଣାମସ୍ୱରୂପ, ଫଳତଃ
ଅନ୍ୟ ଭାଷାରେ ଅନୁବାଦ :
किसी बात, काम आदि के फल या परिणाम के रूप में।
मेरी कड़ी मेहनत के फलस्वरूप अच्छे अंक मिले।(sentence connectors) because of the reason given.
Consequently, he didn't do it.