ଅର୍ଥ : ଗଛରେ ହେଉଥିବା ମାଂସାଳ ଓ ମଞ୍ଜି ଯୁକ୍ତ ବିଜକୋଷ ଯାହା କୌଣସି ବିଶିଷ୍ଟ ଋତୁରେ ଫୁଲ ଆସିବା ପରେ ଉତ୍ପନ୍ନ ହୋଇଥାଏ
ଉଦାହରଣ :
ସେ ଫଳ ଦୋକାନରୁ ଏକ କିଲୋ ଆମ୍ବ କିଣିଲା
ଅନ୍ୟ ଭାଷାରେ ଅନୁବାଦ :
The ripened reproductive body of a seed plant.
fruitଅର୍ଥ : କୌଣସି କାର୍ଯ୍ୟ ଶେଷରେ ଏହାର ଫଳ ସ୍ୱରୂପ ହେଉଥିବା କଥା
ଉଦାହରଣ :
ତାଙ୍କ କାର୍ଯ୍ୟର ପରିଣାମ ବହୁତ ଖରାପ ହେଲା
ସମକକ୍ଷ : ପରିଣତି, ପରିଣାମ, ପ୍ରତିଫଳ
ଅନ୍ୟ ଭାଷାରେ ଅନୁବାଦ :
Something that results.
He listened for the results on the radio.