ଅର୍ଥ : ଯେଉଁ ପୁରୁଷ ପ୍ରେମ କରେ
ଉଦାହରଣ :
ମିତା ନିଜର ପ୍ରେମିକ ରମେଶ ସହିତ ଫେରାର ହୋଇଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଧିକ ସ୍ନ୍ହେମମତା ଦେଖାଉଥିବା
ଉଦାହରଣ :
ମନୋହରର ଗେଲବସରିଆ ପୁଅ ପାଠପଢ଼ାରେ ଭାରି ପ୍ରଖର
ଅନ୍ୟ ଭାଷାରେ ଅନୁବାଦ :