ଅର୍ଥ : କଂପ୍ୟୁଟର ଆଦିରୁ ଇଚ୍ଛା କରୁଥିବା ଜ୍ଞାତବ୍ୟତଥ୍ୟ, କଥା ଆଦିକୁ ଯେତେଦୂର ସମ୍ଭବ କାଗଜ ଆଦିରେ ନକଲ କରିପାରୁଥିବା ଉପକରଣ
ଉଦାହରଣ :
ଆପଣ ଏହି ପ୍ରିଣ୍ଟରରେ ରଙ୍ଗୀନ ଲେଖା ବାହାର କରିପାରିବେ
ସମକକ୍ଷ : ପ୍ରିଂଟର, ମୁଦ୍ରଣ ଯଂତ୍ର, ମୁଦ୍ରଣ ଯନ୍ତ୍ର
ଅନ୍ୟ ଭାଷାରେ ଅନୁବାଦ :
वह उपकरण जिसके द्वारा कंप्यूटर आदि से इच्छित जानकारी, बात आदि को ज्यों का त्यों कागज आदि पर उतार लिया जाता है।
इस प्रिंटर से आप रंगीन प्रति निकाल सकते हैं।