ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବଡ଼ ଏବଂ ସୁନ୍ଦର ଘର
ଉଦାହରଣ : ବଡ଼ ବଡ଼ ଲୋକମାନେ ନିଜପାଇଁ ପ୍ରାସାଦ ନିର୍ମାଣ କରିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
बड़ा और आलीशान मकान।
A large and imposing house.
ଅର୍ଥ : ରାଜାମାନେ ରହୁଥିବା ବଡ଼ ଓ ବଢ଼ିଆ ଅଟ୍ଟାଳିକା
ଉଦାହରଣ : ମହୀଶୂରର ରାଜମହଲ ଆଜିବି ଦେଖିବା ଯୋଗ୍ୟ
ସମକକ୍ଷ : ପେଲେସ୍, ମହଲ, ରଜପ୍ରାସାଦ, ରାଜନିବାସ, ରାଜବାଟି, ରାଜମହଲ
राजाओं आदि के रहने का बड़ा और बढ़िया मकान।
A large and stately mansion.
ସଂସ୍ଥାପନ କରନ୍ତୁ