ଅର୍ଥ : କୌଣସି ଧାତୁକୁ ଆକାର ଦେବା ବା ଉପଯୁକ୍ତ କରିବା ବା ସୁଧାରିବା ବା ଉନ୍ନତ କରିବା
ଉଦାହରଣ :
ସେ ଲୁହାରେ କିଛି ବିଶେଷ ଉପକରଣ ତିଆରି କରୁଛି
ସମକକ୍ଷ : କରିବା, ତିଆରି କରିବା, ନିର୍ମାଣ କରିବା
ଅନ୍ୟ ଭାଷାରେ ଅନୁବାଦ :
* किसी धातु को आकार देना या उपयुक्त बनाना या सुधारना या उन्नत बनाना।
वह लोहे से कोई विशेष उपकरण बना रहा है।ଅର୍ଥ : କୌଣସି ରୂପରେ ଆଣିବା
ଉଦାହରଣ :
ସେ ଏହି ପ୍ରାସାଦକୁ ନିଜର ନିବାସ ସ୍ଥାନ କଲେ
ସମକକ୍ଷ : କରିବା, ବ୍ୟବହାର କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରଚନା କରିବା ବା ପ୍ରସ୍ତୁତ କରିବା
ଉଦାହରଣ :
ମୁଁ ଆଜି ଗୋଟିଏ ନୂଆ କବିତା ରଚନା କରିଛି
ସମକକ୍ଷ : ରଚନା କରିବା, ସର୍ଜନା କରିବା, ସୃଜନ କରିବା, ସୃଷ୍ଟି କରିବା
ଅନ୍ୟ ଭାଷାରେ ଅନୁବାଦ :
रच या बनाकर तैयार करना।
मैंने आज एक नई कविता की सृष्टि की।Bring into existence.
The company was created 25 years ago.ଅର୍ଥ : ସ୍ୱୀକାର ବା ଅସ୍ୱୀକାର କରିବାପାଇଁ ସାମନା କରିବା ବା ଆଣିବା
ଉଦାହରଣ :
ସମାରୋହରେ ଚାକରଟି ଅନେକ ପ୍ରକାରର ଖାଦ୍ୟପଦାର୍ଥ ପ୍ରସ୍ତୁତ କରୁଥିଲା
ସମକକ୍ଷ : ତିଆରି କରିବା
ଅନ୍ୟ ଭାଷାରେ ଅନୁବାଦ :
* स्वीकार या अस्वीकार करने के लिए सामने करना या लाना।
समारोह में बैरा कई प्रकार की खाने की वस्तुएँ प्रस्तुत कर रहा था।ଅର୍ଥ : ବିଶେଷ କରି ଅଭିଯୋଗ, ସମୀକ୍ଷା, ଆଲୋଚନା ଆଦି ପ୍ରସ୍ତୁତ କରିବା
ଉଦାହରଣ :
ସେ ତାର ନିର୍ଦୋଷତା ନିମନ୍ତେ କେତେଜଣ ସାକ୍ଷୀ ପ୍ରସ୍ତୁତ କରିଛି
ଅନ୍ୟ ଭାଷାରେ ଅନୁବାଦ :
* प्रस्तुत करना विशेषकर अभियोग, समीक्षा, आलोचना आदि।
उसने अपनी बेगुनाही के लिए कई साक्ष्य प्रस्तुत किए।