ଅର୍ଥ : ଯାହାପାଇଁ କିମ୍ବା ଯାହା ବିଷୟରେ ପ୍ରସ୍ତାବ ହୋଇଥିବା
ଉଦାହରଣ :
ଆଜିର ପ୍ରସ୍ତାବିତ ବିଷୟ ସାକ୍ଷରତା ଉପରେ ଆଧାରିତ
ସମକକ୍ଷ : ନିର୍ଦ୍ଧାରିତ
ଅନ୍ୟ ଭାଷାରେ ଅନୁବାଦ :
जिसके लिए या जिसके विषय में प्रस्ताव किया गया हो।
आज का प्रस्तावित विषय साक्षरता पर आधारित है।