ଅର୍ଥ : ଓଲଟି ପଡ଼ିଥିବା ବା ଓଲଟାଇ ପକାଯାଇଥିବା ବା ପଛଆଡ଼କୁ ମୋଡ଼ାଯାଇଥିବା
ଉଦାହରଣ :
ସୂର୍ଯ୍ୟଙ୍କ କିରଣ ପରାବର୍ତ୍ତିତ ହୋଇ ପୃଥିବୀ ଉପରେ ପଡ଼େ
ସମକକ୍ଷ : ପରାବର୍ତ୍ତିତ, ପ୍ରତ୍ୟାବର୍ତ୍ତିତ
ଅନ୍ୟ ଭାଷାରେ ଅନୁବାଦ :
पलटा हुआ या पलटाया हुआ या पीछे फिरा हुआ।
सूर्य की परावर्तित किरणें धरती पर फैल जाती हैं।(especially of incident sound or light) bent or sent back.
Reflected light.ଅର୍ଥ : ଛାୟା ପଡ଼ିବାହେତୁ ଯାହା ଦେଖାଯାଏ
ଉଦାହରଣ :
ଜହ୍ନ ରାତିରେ ଜଳରେ ପ୍ରତିବିମ୍ବିତ ଚନ୍ଦ୍ର ମନକୁ ଲୁବ୍ଧ କରେ
ସମକକ୍ଷ : ପ୍ରତିବିମ୍ବିତ
ଅନ୍ୟ ଭାଷାରେ ଅନୁବାଦ :
जो परछाँई पड़ने के कारण दिखाई पड़ता हो।
चाँदनी रात में जल में प्रतिबिंबित चाँद मन को लुभाता है।