ଅର୍ଥ : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର
ଉଦାହରଣ :
ରାମ ତୁଳନାରେ ଶ୍ୟାମ ଅଧିକ ଚତୁର
ସମକକ୍ଷ : ଅପେକ୍ଷା, ତୁଳନା, ପ୍ରତିକୂଳତା, ପ୍ରତିଯୋଗିତା, ବିପକ୍ଷତା, ବିରୋଧିତା
ଅନ୍ୟ ଭାଷାରେ ଅନୁବାଦ :
Relation based on similarities and differences.
comparisonଅର୍ଥ : କୌଣସି କାମରେ ଅନ୍ୟମାନଙ୍କଠାରୁ ଆଗକୁ ବଢ଼ିବା ପ୍ରଯତ୍ନ
ଉଦାହରଣ :
ଆଜିକାଲି କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କାରଣରୁ ବଜାରକୁ ପ୍ରତିଦିନ ନୂଆ ଉତ୍ପାଦନ ଆସୁଅଛି
ସମକକ୍ଷ : ପ୍ରତିଯୋଗିତା, ପ୍ରତିସ୍ପର୍ଦ୍ଧା, ମୁକାବିଲା
ଅନ୍ୟ ଭାଷାରେ ଅନୁବାଦ :
किसी काम में औरों से आगे बढ़ने का प्रयत्न।
आजकल कंपनियों के बीच चल रही प्रतियोगिता के कारण बाजार में नित नये उत्पाद आ रहे हैं।A business relation in which two parties compete to gain customers.
Business competition can be fiendish at times.ଅର୍ଥ : ଦୁଇ ସମାସ୍କନ୍ଦ ବ୍ୟକ୍ତିମାନଙ୍କ ବିରୋଧ
ଉଦାହରଣ :
ପ୍ରତିଦ୍ୱନ୍ଦିତା ଚାଲିଥିବା ରାମ ଓ ଶ୍ୟାମଙ୍କ ମଧ୍ୟରେ ଏବେବି ଶତ୍ରୁତା ଅଛି
ଅନ୍ୟ ଭାଷାରେ ଅନୁବାଦ :
दो समान व्यक्तियों का विरोध।
प्रतिद्वंद्व के चलते राम और श्याम में आज भी शत्रुता है।