ଅର୍ଥ : ଯାହା ଗୋପନୀୟ ନୁହେଁ
ଉଦାହରଣ :
ଏହା ଖୋଲାଖୋଲି କଥା, ଏହି ବିଷୟ ଆପଣ ମଧ୍ୟ ଜାଣିପାରନ୍ତି
ସମକକ୍ଷ : ଅଗୋପନୀୟ, ଅଲୁଚା, ଖୋଲାଖୋଲି, ଖୋଲାମେଲା, ପ୍ରକାଶ ଯୋଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
Not concealed or hidden.
Her unconcealed hostility poisoned the atmosphere.ଅର୍ଥ : ପ୍ରକାଶିତ କରିବା ଯୋଗ୍ୟ ବା ପ୍ରକାଶିତ ହେବାକୁ ଥିବା
ଉଦାହରଣ :
ତାର ତିନିଟି ପ୍ରକାଶ୍ୟ ରଚନା ପ୍ରେସରେ ଅଛି
ସମକକ୍ଷ : ପ୍ରକାଶନୀୟ
ଅନ୍ୟ ଭାଷାରେ ଅନୁବାଦ :
Suitable for publication.
publishable