ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଜ୍ୱଳନରୁ ହେଉଥିବା ପୀଡ଼ା ବା କଷ୍ଟ
ଉଦାହରଣ : ଘିଅ ଲଗେଇବାରୁ ଜ୍ୱଳନ ଆସ୍ତେଆସ୍ତେ କମୁଛି
ସମକକ୍ଷ : ଜ୍ୱଳନ, ଦାହ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जलने से होनेवाली पीड़ा या कष्ट।
Damage inflicted by fire.
ଅର୍ଥ : ଯାହାକୁ ଜଳେଇକରି ତିଆରି କରାଯାଇଛି
ଉଦାହରଣ : ପୋଡ଼ା ଲୁଣରେ ବାତ ସେକ ଦିଆଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
जो जलाकर बनाया गया हो।
ଅର୍ଥ : ଜଳିଥିବା ବା ଜଳାହୋଇଥିବା
ଉଦାହରଣ : ତା ପୋଡ଼ାମୁହଁ ଭୟଙ୍କର ଲାଗୁଛି
ସମକକ୍ଷ : ଜଳା, ଦଗ୍ଧ
जला या जलाया हुआ।
Destroyed or badly damaged by fire.
ସଂସ୍ଥାପନ କରନ୍ତୁ