ଅର୍ଥ : ପିତାଙ୍କର ବା ପିତାଙ୍କଠାରୁ ପ୍ରାପ୍ତ ସମ୍ପତ୍ତି
ଉଦାହରଣ :
ସରକାରୀ ସମ୍ପତ୍ତି କାହା ବାପାଙ୍କର ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବାପା ଦାଦାଙ୍କ ସମୟରୁ ଚାଲିଆସିଥିବା ବା ବାପା ଦାଦାଙ୍କଠାରୁ ମିଳିଥିବା
ଉଦାହରଣ :
ସେ ନିଜର ପୈତୃକ ସମ୍ପତ୍ତି ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲା
ସମକକ୍ଷ : ଖାନଦାନୀ
ଅନ୍ୟ ଭାଷାରେ ଅନୁବାଦ :
Inherited or inheritable by established rules (usually legal rules) of descent.
Ancestral home.ଅର୍ଥ : ଯେ କୌଣସି ବଂଶର ସମକକ୍ଷ ହୋଇଆସୁଥିବା ଏବଂ ଆଗକୁ ଏହି ବଂଶ ସହିତ ରହିବାର ସମ୍ଭବନା ଥିବା
ଉଦାହରଣ :
ସେ ବଂଶଗତ ରୋଗରେ ପୀଡ଼ିତ ଅଛନ୍ତି
ସମକକ୍ଷ : ଆନୁବଂଶିକ, ବଂଶଗତ, ବଂଶାନୁକ୍ରମିକ
ଅନ୍ୟ ଭାଷାରେ ଅନୁବାଦ :