ଅର୍ଥ : ଏହି ସମୟର ପୂର୍ବରୁ ବା ଯାହା ପୂର୍ବକାଳ ସହିତ ସମ୍ବନ୍ଧିତ
ଉଦାହରଣ :
ମୁଁ ମୋର ପୁରୁଣା ବନ୍ଧୁକୁ ଦେଖା କରିବାକୁ ଯାଉଛି
ସମକକ୍ଷ : ପୁରୁଣା, ପୂର୍ବକାଳର, ପୂର୍ବଦିନର, ପ୍ରାଚୀନ
ଅନ୍ୟ ଭାଷାରେ ଅନୁବାଦ :
इस समय से पहले का या जो पूर्व काल से संबंधित हो।
कल मैं एक पुराने किले को देखने गया था।