ଅର୍ଥ : ଯଜ୍ଞ ବା ହୋମ ସମାପ୍ତ ହେବାପରେ ଶେଷରେ ଦିଆ ଯାଉଥିବା ଆହୁତି
ଉଦାହରଣ :
ମୁଁ ଯଜ୍ଞସ୍ଥଳରେ ପହଞ୍ଚିବାପୂର୍ବରୁ ହିଁ ପୂର୍ଣ୍ଣାହୁତି ହୋଇସାରିଥିଲା
ଅନ୍ୟ ଭାଷାରେ ଅନୁବାଦ :
यज्ञ या होम समाप्त होने पर अंत में दी जाने वाली आहुति।
मेरे यज्ञ स्थल पर पहुँचने से पहले ही पूर्णाहुति हो चुकी थी।