ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁ ପ୍ରଚୁର କରିଦେବା
ଉଦାହରଣ : ଶ୍ରୀକୃଷ୍ଣ ସୁଦାମାର ଘରକୁ ଧନରେ ପୂର୍ଣ୍ଣ କରିଦେଲେ
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी वस्तु की बहुतायत कर देना।
ଅର୍ଥ : ଖାଲିସ୍ଥାନକୁ ପୂର୍ଣ୍ଣ କରିବାପାଇଁ ସେଥିରେ କିଛି ବସ୍ତୁଆଦି ରଖିବା
ଉଦାହରଣ : ଶ୍ରମିକଟି ରାସ୍ତାକଡ଼ର ଗାତଟିକୁ ଭରୁଛି
ସମକକ୍ଷ : ଭରିବା
ଅନ୍ୟ ଭାଷାରେ ଅନୁବାଦ :हिन्दी English
खाली जगह को पूर्ण करने के लिए उसमें कोई वस्तु आदि डालना।
Make full, also in a metaphorical sense.
ସଂସ୍ଥାପନ କରନ୍ତୁ