ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବିଶେଷକରି ଧାର୍ମିକ ବିଷୟକୁ ନେଇ ଗୋଟିଏ ଅଳ୍ପ ପୃଷ୍ଠାର ବହି
ଉଦାହରଣ : ଜେଜେ ବାପା ପ୍ରତିଦିନ ଗୁରୁଚରିତ୍ରର ପୁସ୍ତିକା ପଢନ୍ତି
ସମକକ୍ଷ : ପୁସ୍ତୀ
ଅନ୍ୟ ଭାଷାରେ ଅନୁବାଦ :हिन्दी
धार्मिक विषय की, विशेषकर छोटे पन्नों की पुस्तक।
ଅର୍ଥ : କମ ପୃଷ୍ଠାବିଶିଷ୍ଟ ଛୋଟ ପୁସ୍ତକ
ଉଦାହରଣ : ଗୀତା ପ୍ରେସରେ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଅନେକ ଧାର୍ମିକ ପୁସ୍ତିକା ଛପାଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी English
कम पन्नों वाली छोटी पुस्तक।
A small book usually having a paper cover.
ସଂସ୍ଥାପନ କରନ୍ତୁ