ଅର୍ଥ : କୌଣସି ମନ୍ତ୍ରକୁ ସିଦ୍ଧ କରିବା ପାଇଁ ହେଉଥିବା ଏହାର ଜପାନୁଷ୍ଠାନ
ଉଦାହରଣ :
ସମର୍ଥ ରାମଦାସ ବାରବର୍ଷ ଧରି ଗାୟତ୍ରୀର ପୁରଶ୍ଚରଣ କରିଥିଲେ
ସମକକ୍ଷ : ମନ୍ତ୍ର-ସିଦ୍ଧି, ମନ୍ତ୍ରସିଦ୍ଧି
ଅନ୍ୟ ଭାଷାରେ ଅନୁବାଦ :
किसी मंत्र को सिद्ध करने के लिए उसका जपानुष्ठान।
समर्थ रामदासजी ने बारह साल तक गायत्री का पुरश्चरण किया।The activity of worshipping.
worship