ଅର୍ଥ : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
ଉଦାହରଣ :
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମୟୂରର ପୁଚ୍ଛ
ଉଦାହରଣ :
ଏହି ପଙ୍ଖା ମୟୂର ପୁଚ୍ଛରେ ତିଆରି
ସମକକ୍ଷ : କଳାପ, ମୟୂର ପୁଚ୍ଛ, ଶ୍ରୀଖଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
Feather growing from the tail (uropygium) of a bird.
tail feather