ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଏକ ମାଟି ତିଆରି ପାତ୍ର ଯାହା ତାଟିଆ ଭଳି ହୋଇଥାଏ
ଉଦାହରଣ : ସେ ପକ୍ଷୀଟି ଆଗରେ ସରାରେ ପାଣି ରଖିଲା
ସମକକ୍ଷ : ସରା
ଅନ୍ୟ ଭାଷାରେ ଅନୁବାଦ :हिन्दी
मिट्टी का बना एक छोटा, कटोरे की तरह का बर्तन।
ଅର୍ଥ : ପାନୀୟଦ୍ରବ୍ୟ ପିଇବାପାଇଁ ଏକ ପ୍ରକାର ପାତ୍ର
ଉଦାହରଣ : ପିଆଲାର ମୁହଁ ଚଉଡ଼ା
एक प्रकार का पात्र जिससे पेय पदार्थ पिए जाते हैं।
ଅର୍ଥ : ଚଉଡ଼ା ତଳଥିବା ଗିନା
ଉଦାହରଣ : ମୋହନ ପିଆଲାରେ ତେଲ ଢାଳୁଛି
चौड़ी पेंदी का कटोरा।
ସଂସ୍ଥାପନ କରନ୍ତୁ