ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଛୋଟ ଛୋଟ ପଶୁପକ୍ଷୀମାନଙ୍କୁ ମାରିବା କାମ କରୁଥିବା ବ୍ୟକ୍ତି ଯେ ସେମାନଙ୍କୁ ବିକି ନିଜ ଜୀବିକା ନିର୍ବାହ କରିଥାଏ
ଉଦାହରଣ : ଶିକାରୀ ଗଛ ମୂଳରେ ଦାନା ବିଛେଇ ଲୁଚି ରହିଛି
ସମକକ୍ଷ : ଚଢ଼େଇଆ, ନିଷାଦ, ବ୍ୟାଧ, ଶିକାରୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
छोटे-मोटे पशु-पक्षियों को फँसाने या मारने का काम करने वाला वह व्यक्ति जो उन्हें बेचकर अपनी जीविका का निर्वाह करता है।
Someone who sets snares for birds or small animals.
ସଂସ୍ଥାପନ କରନ୍ତୁ