ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାତାଳଅଁଳା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାତାଳଅଁଳା   ବିଶେଷ୍ୟ

ଅର୍ଥ : ଏକ ପ୍ରକାର ଛୋଟଗଛରୁ ପ୍ରାପ୍ତ ଫଳ ଯାହାକୁ ଔଷଧ ରୂପେ ବ୍ୟବହାର କରାଯାଏ

ଉଦାହରଣ : କବିରାଜଙ୍କ ଅନୁସାରେ ପାତାଳଅଁଳା କାଶ, ରକ୍ତ, ପିତ୍ତ, କଫ ଆଦିପାଇଁ ଗୁଣକାରୀ ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

एक प्रकार के झाड़ से प्राप्त फल जो औषधि के रूप में प्रयुक्त होता है।

वैद्यक के अनुसार पतालआँवला खाँसी,रक्तपित्त,कफ आदि में गुणकारी होता है।
पतालआँवला

ଅର୍ଥ : ଏକ ପ୍ରକାରର ଛୋଟଗଛ ଯାହାର ପତ୍ର ତଳେ ସରୁ ଡାଳ ବାହାରି ସେଥିରେ ଫଳ ଫଳେ

ଉଦାହରଣ : ପାତାଳଅଁଳା ଫଳ ଔଷଧ ରୂପେ ବ୍ୟବହାର ହୋଇଥାଏ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का झाड़ जिसके पत्ते के नीचे पतली डंडी निकलती है, जिसमें फल आते हैं।

पतालआँवले का फल औषधि के रूप में प्रयुक्त होता है।
पतालआँवला