ଅର୍ଥ : ରକ୍ତରେ ପୀତ ବର୍ଣ୍ଣକ ଜମା ହେବା ଯୋଗୁଁ ହେଉଥିବା ରୋଗ ଯେଉଁଥିରେ ଚମଡା, ଆଖିର ଶ୍ୱେତପଟଳଆଦି ହଳଦିଆ ପଡ଼ିଯାଏ
ଉଦାହରଣ :
କାମଳ ରୋଗରେ ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍ ନୁହେଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଈଷତ ଲାଲମିଶା ହଳଦିଆ ରଙ୍ଗ
ଉଦାହରଣ :
ଏହି ଫଟ ପଛପଟକୁ ପାଣ୍ଡୁରଙ୍ଗରେ ରଙ୍ଗୀନ କରାଯାଇଛି
ସମକକ୍ଷ : ପାଂଡୁ, ପାଂଡୁରଙ୍ଗ, ପାଣ୍ଡୁରଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
कुछ लाली लिए हुए पीला रंग।
इस तस्वीर का पिछला हिस्सा पांडु में रंगा गया है।