ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଡାକିବାଦ୍ୱାରା ସୃଷ୍ଟି ହେଉଥିବା ଶବ୍ଦ
ଉଦାହରଣ : ମହିଳାଙ୍କର ଚିତ୍କାର ଶୁଣି ଅନେକ ଲୋକ ରୁଣ୍ଡ ହୋଇଗଲେ
ସମକକ୍ଷ : ଚିତ୍କାର, ରଡ଼ି
ଅନ୍ୟ ଭାଷାରେ ଅନୁବାଦ :हिन्दी
चिल्लाने पर निकलने वाली आवाज।
ଅର୍ଥ : କାହାରିକୁ ଡାକିବାପାଇଁ ଯୋର୍ରେ କରାଯାଉଥିବା ଶବ୍ଦ
ଉଦାହରଣ : ମାଲିକର ଡାକ ଶୁଣି ଚାକର ଦୌଡ଼ି ଦୌଡ଼ି ଆସିଲା
ସମକକ୍ଷ : ଡାକ, ରଡ଼ି
वह ज़ोर का शब्द जो किसी को पुकारने के लिए किया जाय।
ସଂସ୍ଥାପନ କରନ୍ତୁ