ଅର୍ଥ : ଚେର, ମୂଳ, ଶାଖା ତଥା ପତ୍ର ଯୁକ୍ତ ବହୁ ବର୍ଷର ବନସ୍ପତି
ଉଦାହରଣ :
ଗଛ ମନୁଷ୍ୟମାନଙ୍କ ନିମନ୍ତେ ବହୁତ ଉପଯୋଗୀ
ସମକକ୍ଷ : ଗଛ, ତରୁ, ତରୁବର, ଦ୍ରୁମ, ପାଦପ, ବନସ୍ପତି, ବିଟପ, ବୃକ୍ଷ
ଅନ୍ୟ ଭାଷାରେ ଅନୁବାଦ :
जड़, तने, शाखा तथा पत्तियों से युक्त बहुवर्षीय वनस्पति।
पेड़ मनुष्य के लिए बहुत ही उपयोगी हैं।A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
tree