ଅର୍ଥ : ଆଖିର ଉପର ଚମଡ଼ାର ପରଦା ଯାହା ପଡ଼ିଲେ ତାହା ବନ୍ଦ ହୋଇଯାଏ
ଉଦାହରଣ :
ଛୁଆ ବାରମ୍ବାର ଆଖିପତା ଖୋଲୁଥିଲା ଏବଂ ବନ୍ଦ କରୁଥିଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାଳ ବା ସମୟର ସବୁଠାରୁ ଛୋଟ ମାପ
ଉଦାହରଣ :
ଏକ କ୍ଷଣ ଏକ ମୁହୂର୍ତ୍ତର ଚାରିଭାଗ ସହ ସମାନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଥରେ ଆଖି ପଲକ ପକେଇବାପାଇଁ ଯେତିକି ସମୟ ଲାଗେ ସେତିକି
ଉଦାହରଣ :
କ୍ଷଣେ ଆରାମ କରି ଆଗକୁ ବଢ଼ିବା
ସମକକ୍ଷ : କ୍ଷଣେ, ମୁହୂର୍ତ୍ତମାତ୍ର
ଅନ୍ୟ ଭାଷାରେ ଅନୁବାଦ :
A very short time (as the time it takes the eye to blink or the heart to beat).
If I had the chance I'd do it in a flash.