ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରିବାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରିବାର   ବିଶେଷ୍ୟ

ଅର୍ଥ : ପ୍ରାଥମିକ ସାମାଜିକ ବର୍ଗ ଯେଉଁଥିରେ ମାଆ-ବାପା ଏବଂ ସେମାନଙ୍କ ପିଲାମାନେ ସାମିଲ ଥାନ୍ତି

ଉଦାହରଣ : ଚାକିରି ମିଳିଲା ମାତ୍ରେ ସେ ନିଜ ବାପା-ମାଆଙ୍କୁ ଭୁଲି କେବଳ ନିଜ ପରିବାର ପ୍ରତି ଧ୍ୟାନ ଦେବାକୁ ଲାଗିଲାକୃଷକ ଜଣକ ନିଜ ପୁଅମାନଙ୍କୁ ନିଜନିଜ ପରିବାରର ଭାର ସମ୍ଭାଳିବାକୁ କହିଲେ

ସମକକ୍ଷ : ପରିବାର ବର୍ଗ


ଅନ୍ୟ ଭାଷାରେ ଅନୁବାଦ :

प्राथमिक सामाजिक वर्ग जिसमें माता-पिता और उनके बच्चे शामिल हैं।

नौकरी मिलते ही वह अपने माता-पिता को भूलकर केवल अपने परिवार पर ध्यान देने लगा।
किसान ने अपने बेटों से अपने-अपने परिवार की जिम्मेदारी उठाने को कहा।
परिवार, फैमली, फैमिली

ଅର୍ଥ : ଗୋଟିଏ ଘରର ଲୋକ

ଉଦାହରଣ : ମୋର ପରିବାର ଏକାଠି ବସି ଖାଆନ୍ତି

ସମକକ୍ଷ : କୁଟୁମ୍ବ


ଅନ୍ୟ ଭାଷାରେ ଅନୁବାଦ :

एक घर के लोग या एक ही कर्ता के अधीन या संरक्षण में रहने वाले लोग।

मेरा परिवार साथ में बैठकर खाना खाता है।
अभिजन, कुटुंब, कुटुम्ब, कुनबा, कुरमा, घर, परिवार, परिवारजन, फैमली, फैमिली

A social unit living together.

He moved his family to Virginia.
It was a good Christian household.
I waited until the whole house was asleep.
The teacher asked how many people made up his home.
The family refused to accept his will.
family, home, house, household, menage

ଅର୍ଥ : ଗୋଟିଏ ପୁରୁଷର ବଂଶଜ

ଉଦାହରଣ : ତାଙ୍କ ପରିବାରରେ ଏକତା ଅଛି

ସମକକ୍ଷ : ଫେମିଲି, ଫ୍ୟାମିଲି


ଅନ୍ୟ ଭାଷାରେ ଅନୁବାଦ :

एक ही पुरुष के वंशज।

उनके परिवार में एकता है।
परिवार, फैमली, फैमिली

People descended from a common ancestor.

His family has lived in Massachusetts since the Mayflower.
family, family line, folk, kinfolk, kinsfolk, phratry, sept

ଅର୍ଥ : କୌଣସି ବିଶେଷ ଗୁଣ,ସମ୍ବନ୍ଧ ଆଦି ବିଚାରରେ ଜିନିଷଗୁଡିକର ବର୍ଗୀକରଣ

ଉଦାହରଣ : ଆମ ଭାଷାବି ଆର୍ଯ୍ୟ-ଭାଷା ପରିବାରରେ ଆସେ

ସମକକ୍ଷ : ଫେମିଲି, ଫ୍ୟାମିଲି


ଅନ୍ୟ ଭାଷାରେ ଅନୁବାଦ :

किसी विशिष्ट गुण, संबंध आदि के विचार से चीजों का बनने वाला वर्ग।

हमारी भाषा भी आर्य-भाषाओं के परिवार में आती है।
परिवार, फैमली, फैमिली

A collection of things sharing a common attribute.

There are two classes of detergents.
category, class, family