ଅର୍ଥ : ବଢା ହୋଇଥିବା
ଉଦାହରଣ :
ପରିବର୍ଦ୍ଧିତ ଘରଗୁଡ଼ିକୁ ଭଙ୍ଗାଯାଉଛି
ଅନ୍ୟ ଭାଷାରେ ଅନୁବାଦ :
बढ़ा हुआ।
प्रोजेक्टर द्वारा परिवर्धित चित्रों को परदे पर दिखाया जाता है।ଅର୍ଥ : ବଢ଼ା ହୋଇଥିବା
ଉଦାହରଣ :
ପ୍ରୋଜେକ୍ଟର ଦ୍ୱାରା ପରିବର୍ଦ୍ଧିତ ଚିତ୍ରଗୁଡ଼ିକୁ ପରଦା ଉପରେ ଦେଖାଯାଏ