ଅର୍ଥ : ଯାହାର ସ୍ୱାଭାବିକ ଭାବରେ ପରିବର୍ତ୍ତନ ହୋଇଥାଏ
ଉଦାହରଣ :
ସଂସାର ପରିବର୍ତ୍ତନଶୀଳ
ସମକକ୍ଷ : ପରିବର୍ତ୍ତନୀୟ, ବଦଳୁଥିବା
ଅନ୍ୟ ଭାଷାରେ ଅନୁବାଦ :
जिसमें स्वाभाविक रूप से परिवर्तन होता हो।
संसार परिवर्तनशील है।Subject to change.
A changeable climate.