ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଦ୍ମରାଗମଣି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଦ୍ମରାଗମଣି   ବିଶେଷଣ

ଅର୍ଥ : ପଦ୍ମରାଗ ମଣିରେ ତିଆରି ହୋଇଥିବା

ଉଦାହରଣ : ରାଜା ରାଣୀଙ୍କୁ ଗୋଟିଏ ପଦ୍ମରାଗମଣିରେ ତିଆରି କଙ୍କଣ ଉପହାର ଦେଲେ


ଅନ୍ୟ ଭାଷାରେ ଅନୁବାଦ :

लाजवर्द का बना हुआ।

राजा ने रानी को एक लाजवर्दी कंगन भेट किया।
लाजवर्दी

ଅର୍ଥ : ପଦ୍ମରାଗମଣି ରଙ୍ଗର

ଉଦାହରଣ : ଏହି ପଦ୍ମରାଗମଣି ଶାଢ଼ୀ ଭଲ ଲାଗୁଛି


ଅନ୍ୟ ଭାଷାରେ ଅନୁବାଦ :

लाजवर्द के रंग का।

यह लाजवर्दी साड़ी अच्छी लग रही है।
लाजवर्दी