ଅର୍ଥ : ପଦ୍ମର ଛତାଭଳି ଯେଉଁଭାଗରେ ମଞ୍ଜିଥାଏ
ଉଦାହରଣ :
ପିଲାମାନେ ପଦ୍ମବୀଜ ତୋଳୁଛନ୍ତି
ସମକକ୍ଷ : ପୁଷ୍କର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଦ୍ମ ମଞ୍ଜି
ଉଦାହରଣ :
ପୁଷ୍କର ଖିଆଯାଏ
ଅନ୍ୟ ଭାଷାରେ ଅନୁବାଦ :
A mature fertilized plant ovule consisting of an embryo and its food source and having a protective coat or testa.
seed