ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପତ୍ରକୋବି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପତ୍ରକୋବି   ବିଶେଷ୍ୟ

ଅର୍ଥ : ଏକ ପ୍ରକାରର ପରିବା ଯାହା ପତ୍ରରେ ଗୋଲାକାର ହୋଇ ବାନ୍ଧି ହୋଇଥାଏ

ଉଦାହରଣ : ମାଆ ଆଜି ପତ୍ରକୋବି ତରକାରୀ କରୁଛନ୍ତି

ସମକକ୍ଷ : ବନ୍ଧାକୋବି


ଅନ୍ୟ ଭାଷାରେ ଅନୁବାଦ :

एक प्रकार की सब्जी जो पत्तों से गोल बँधी रहती है।

माँ आज पातगोभी की सब्जी बना रही है।
करमकल्ला, पत्तागोभी, पातगोभी, बंदगोभी

Any of various types of cabbage.

cabbage, chou