ଅର୍ଥ : ଗୋଟିଏ ପ୍ରକାରର କୀଟ
ଉଦାହରଣ :
ସେଠାରେ ପତଙ୍ଗମାନଙ୍କର ଦଳ ବସିଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପକ୍ଷୀଥିବା ଏକ ପ୍ରକାରର ପୋକ
ଉଦାହରଣ :
କେତେ ପତଙ୍ଗ ଯେ ଦୀପ ନିଆଁରେ ପୋଡ଼ିଗଲେ ତାହାର ହିସାବ ନାହିଁ
ଅନ୍ୟ ଭାଷାରେ ଅନୁବାଦ :
Typically crepuscular or nocturnal insect having a stout body and feathery or hairlike antennae.
moth