ଅର୍ଥ : ଗୋଟିଏ ବଡ଼ ଗଛରୁ ମିଳୁଥିବା ବଡ଼ ଫଳ ଯାହାର ଉପରେ କଣ୍ଟାଥାଏ
ଉଦାହରଣ :
କିଛି ଲୋକ ସିଝା ପଣସକୁ ଚୋବାଇକରି ଖାଆନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ଗଛ ଯାହା ବଡ଼ ଏବଂ ଓଜନିଆ ଫଳ ଧରେ
ଉଦାହରଣ :
ସେ ନିଜ ବଗିଚାରେ ପଣସ ଲଗାଇଲେ
ଅନ୍ୟ ଭାଷାରେ ଅନୁବାଦ :
East Indian tree cultivated for its immense edible fruit and seeds.
artocarpus heterophyllus, jackfruit, jackfruit tree