ଅର୍ଥ : ଆଇନ ଅନୁସାରେ କୌଣସି ପ୍ରତିଜ୍ଞାପତ୍ରକୁ ସରକାରୀ ପଞ୍ଜିକାରେ ଲିପିବଦ୍ଧ କରିବାର କାମ
ଉଦାହରଣ :
କାଲି ମୋତେ କୋଠାର ରେଜିଷ୍ଟ୍ରୀ କରାଇବା ପାଇଁ କଚେରୀ ଯିବାକୁ ପଡିବ
ସମକକ୍ଷ : ରେଜିଷ୍ଟ୍ରୀ
ଅନ୍ୟ ଭାଷାରେ ଅନୁବାଦ :
कानून के अनुसार किसी लिखित प्रतिज्ञापत्र को सरकारी रजिस्टरों में दर्ज कराने का काम।
कल मुझे मकान की रजिस्ट्रीकरण के लिए कचहरी जाना पड़ेगा।ଅର୍ଥ : କୌଣସି ଖାତା, ତାଲିକା ଆଦିରେ ନାଁ ଲେଖିବା ପ୍ରକ୍ରିୟା
ଉଦାହରଣ :
ହସ୍ପିଟାଲରେ ଜଣେ ପରିଚାରିକା ରୋଗୀଙ୍କ ପଞ୍ଜିକରଣ କରୁଥିଲା
ସମକକ୍ଷ : ତାଲିକାକରଣ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ପଞ୍ଜିକରଣ ହୋଇଅଛି
ଉଦାହରଣ :
ନବଜାତ ଶିଶୁର ନାମ ପଞ୍ଜିକରଣ କରାଗଲା
ଅନ୍ୟ ଭାଷାରେ ଅନୁବାଦ :
जिसका पंजीकरण हो चुका हो।
मेरे भाई का पंजीकृत गोदनामा हुआ था।Listed or recorded officially.
Record is made of `registered mail' at each point on its route to assure safe delivery.