ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଞ୍ଚକନ୍ୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଞ୍ଚକନ୍ୟା   ବିଶେଷ୍ୟ

ଅର୍ଥ : ହିନ୍ଦୁ ଧାର୍ମିକ ଗ୍ରନ୍ଥ ଅନୁସାରେ ଯେଉଁ ପାଞ୍ଚ ମହିଳା ବିବାହିତା ହେଲେ ମଧ୍ୟ କନ୍ୟା ବୋଲି ପରିଗଣିତ ହୁଅନ୍ତି

ଉଦାହରଣ : ଅହଲ୍ୟା,ଦ୍ରୌପଦୀ,କୁନ୍ତୀ,ତାରା ଏବଂମନ୍ଦୋଦରୀ-ଏମାନଙ୍କୁ ପଞ୍ଚକନ୍ୟା ବୋଲି କୁହାଯାଏ


ଅନ୍ୟ ଭାଷାରେ ଅନୁବାଦ :

हिंदू धार्मिक ग्रंथों में वर्णित वे पाँच महिलाएँ जो विवाहित होने पर भी कन्या ही मानी जाती हैं।

अहिल्या, द्रौपदी, कुंती, तारा और मंदोदरी ये पंचकन्या मानी जाती हैं।
पंचकन्या