ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପଂଜାବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପଂଜାବୀ   ବିଶେଷଣ

ଅର୍ଥ : ଯାହାର ମାତୃଭାଷା ପଞ୍ଜାବୀ

ଉଦାହରଣ : ମୋର ପଞ୍ଜାବୀ ସାଙ୍ଗ ନିୟମିତ ଭାବେ ଗୁରୁଗ୍ରନ୍ଥସାହିବ ଅଧ୍ୟୟନ କରୁଛି

ସମକକ୍ଷ : ପଞ୍ଜାବୀ

ଅର୍ଥ : ପଞ୍ଜାବୀ ଭାଷା ସହିତ ସଂବନ୍ଧିତ ବା ପଞ୍ଜାବୀ ଭାଷାର

ଉଦାହରଣ : ଗୁରୂମୁଖୀ ନ ଜାଣିବା କାରଣରୁ ମୁଁ ପଞ୍ଜାବୀ ରଚନାଗୁଡ଼ିକୁ ପଢିପାରିଲିନାହିଁ

ସମକକ୍ଷ : ପଞ୍ଜାବୀ